ନାହିଁ: ହଁ

ଓଡ଼ିଆ ସାହିତ୍ୟ

ନାହିଁ: ହଁ
*ନାହିଁ* ରୁ *ନା* ଓ *ଇ-କାର* ଫେଡ଼ିଲେ ପାଇବା ନିର୍ମଳ *ହଁ* ଏତେ ସହଜରେ ଭାବ ବଦଳିବ କିଆଁ ଶୁଖାଇବା ମୁହଁ ? ଉପାୟ ଥିଲେ ବି ପ୍ରୟୋଗ ନ କରି କାହିଁକି ଢାଳିବା ଲୁହ ?

What's Your Reaction?

like

dislike

love

funny

angry

sad

wow